.

Verse of the day

ସେ ଆମ୍ଭମାନଙ୍କୁ ଅନ୍ଧକାରର କ୍ଷମତାରୁ ଉଦ୍ଧାର କରି ଆପଣା ପ୍ରେମପାତ୍ର ପୁତ୍ରଙ୍କ ରାଜ୍ୟ ମଧ୍ୟକୁ ସ୍ଥାନାନ୍ତର କରିଅଛନ୍ତି; ଯୀଶୁଙ୍କଠାରେ ଆମ୍ଭେମାନେ ମୁକ୍ତି, ଅର୍ଥାତ୍‍, ପାପ କ୍ଷମା ପାଇଅଛୁ।

କଲସୀୟଙ୍କ ପ୍ରତି ପତ୍ର 1:13

ଓଡ଼ିଆ ଖ୍ରୀଷ୍ଟିୟାନ୍ ୱେବ୍ ସାଇଟରେ ଆପଣମାନଙ୍କୁ ସ୍ବାଗତ ଏଥିରୁ ଆପଣ ଅନେକ ପ୍ରକାରର ଓଡ଼ିଆ ଖ୍ରୀଷ୍ଟିୟ ସଂଗୀତ, ଓନଲାଇନ୍ ବାଇବଲ,ବିନାମୁଲ୍ୟରେ ଡାଉନଲୋଡ୍ ତଥା ବଣ୍ଟନ କରିପାରିବେ

 

କାରଣ ଅନେକ ଯେ ଆମ୍ଭେମାନେ, ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ । ରୋମୀ ୧୨:୫

 

†††   ଆପଣଙ୍କ ପରମେଶ୍ଵର  †††   ଆପଣଙ୍କ ଦେଶ   †††   ଆପଣଙ୍କ ଭାଷା   †††

ଏଥିରୁ ଆପଣ ଅନେକ ପ୍ରକାରର ଓଡ଼ିଆ ଖ୍ରୀଷ୍ଟିୟ ସଂଗୀତ, ଓନଲାଇନ୍ ବାଇବଲ,  ବାଇବଲ ଅଧ୍ୟୟନ ସାମଗ୍ରୀ, ଅଡିଓ-ଭିଡିଓ ବାଇବଲ ଶିକ୍ଷା, ଓଡ଼ିଆ ବହି ଏବଂ ଗାଇଡ୍ ଏବଂ ସାମଗ୍ରୀ ଡାଉନଲୋଡ୍ କରିପାରିବେ. ଆମର ଦର୍ଶନ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମକୁ ଓଡିଆ ଜନସାଧାରଣଙ୍କ ନିକଟରେ ପହଂଚାଇବା.ଏହି ୱେବ୍  ସାଇଟରେ ଉପଲବଧ ଥିବା ସମସ୍ତ ସମ୍ବାଦ ବିନାମୁଲ୍ୟରେ ଡାଉନଲୋଡ୍ ତଥା ବଣ୍ଟନ କରିପାରିବେ. 

 

ଆପଣମାନଙ୍କୁ ଧନ୍ୟବାଦ ଏହି  ଖ୍ରୀଷ୍ଟିୟ ୱେବ୍ ସାଇଟ୍ ପାଇଁ ଆପଣମାନେ ପ୍ରାର୍ଥନା କରୁଥିବା ଯୋଗୁଁ ଏବଂ ମୋର ଆଶା ନିତି ପ୍ରାର୍ଥନା କରୁଥିବେ. ଆମେ ସ୍ବାଗତ୍ କରୁଛୁ ଯେଉଁମାନେ ଓଡ଼ିଆରେ ପ୍ରସ୍ତୁତ କରିଥିବା ଖ୍ରୀଷ୍ଟିୟୋ ସାମଗ୍ରୀ  ବିନା ମୁଲ୍ୟରେ  ଇଣ୍ଟର୍ନେଟରେ ଦେବାପାଇ ଚାହୁଁଛନ୍ତି, ଦୟାକରି  ଆମ ସହିତ ସମ୍ପର୍କ କରନ୍ତୁ.

ବାଇବଲ ପଢ଼ିବା ପାଇଁ click କରନ୍ତୁ  old testament , new testament

ଓଡିଓ ଗୀତ ପାଇଁ click କରନ୍ତୁ   songs

ଭିଡିଓ ଗୀତ ପାଇଁ click କରନ୍ତୁ   christian songs

ଧନ୍ୟବାଦ

ଟିମ୍ , ଓଡିଆ ଖ୍ରୀଷ୍ଟିୟାନ୍ ଡଟ୍ କମ୍   

ଇ-ମେଲ୍:   odiyachristian@gmail.com

ଫେସ୍ ବୁକ୍:  https://www.facebook.com/odiyachristian