.
Verse of the day
ପୁଣି, ଯଦି ମୁଁ ଦରିଦ୍ରମାନଙ୍କୁ ଭୋଜନ କରାଇବା ନିମନ୍ତେ ମୋହର ସର୍ବସ୍ୱ ବିତରଣ କରେ, ପୁଣି, ଯଦି ମୁଁ ମୋହର ଶରୀରକୁ ଦଗ୍ଧ ହେବା ନିମନ୍ତେ ସମର୍ପଣ କରେ, କିନ୍ତୁ ମୋହର ପ୍ରେମ ନ ଥାଏ, ତେବେ ମୋହର କିଛି ଲାଭ ନାହିଁ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 13:3ଓଡ଼ିଆ ଖ୍ରୀଷ୍ଟିୟାନ୍ ୱେବ୍ ସାଇଟରେ ଆପଣମାନଙ୍କୁ ସ୍ବାଗତ ଏଥିରୁ ଆପଣ ଅନେକ ପ୍ରକାରର ଓଡ଼ିଆ ଖ୍ରୀଷ୍ଟିୟ ସଂଗୀତ, ଓନଲାଇନ୍ ବାଇବଲ,ବିନାମୁଲ୍ୟରେ ଡାଉନଲୋଡ୍ ତଥା ବଣ୍ଟନ କରିପାରିବେ
କାରଣ ଅନେକ ଯେ ଆମ୍ଭେମାନେ, ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ । ରୋମୀ ୧୨:୫
††† ଆପଣଙ୍କ ପରମେଶ୍ଵର ††† ଆପଣଙ୍କ ଦେଶ ††† ଆପଣଙ୍କ ଭାଷା †††
ବାଇବଲ ପଢ଼ିବା ପାଇଁ click କରନ୍ତୁ old testament , new testament
ଓଡିଓ ଗୀତ ପାଇଁ click କରନ୍ତୁ songs
ଭିଡିଓ ଗୀତ ପାଇଁ click କରନ୍ତୁ christian songs
ଧନ୍ୟବାଦ
ଟିମ୍ , ଓଡିଆ ଖ୍ରୀଷ୍ଟିୟାନ୍ ଡଟ୍ କମ୍
ଇ-ମେଲ୍: odiyachristian@gmail.com
ଫେସ୍ ବୁକ୍: https://www.facebook.com/odiyachristian