.
Verse of the day
ମାତ୍ର ହେ ବେଥଲିହିମ-ଇଫ୍ରାଥା, ଯିହୁଦାର ସହସ୍ରଗଣର ମଧ୍ୟରେ କ୍ଷୁଦ୍ର ଯେ ତୁମ୍ଭେ, ତୁମ୍ଭ ମଧ୍ୟରୁ ଇସ୍ରାଏଲର ଶାସନକର୍ତ୍ତା ହେବା ନିମନ୍ତେ ଆମ୍ଭ ଉଦ୍ଦେଶ୍ୟରେ ଏକ ବ୍ୟକ୍ତି ଉତ୍ପନ୍ନ ହେବେ; ପୁରାତନ କାଳରୁ, ଅନାଦିକାଳରୁ ତାହାଙ୍କର ଉତ୍ପତ୍ତି ହୋଇଅଛି।
ମୀଖା ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 5:2ଓଡ଼ିଆ ଖ୍ରୀଷ୍ଟିୟାନ୍ ୱେବ୍ ସାଇଟରେ ଆପଣମାନଙ୍କୁ ସ୍ବାଗତ ଏଥିରୁ ଆପଣ ଅନେକ ପ୍ରକାରର ଓଡ଼ିଆ ଖ୍ରୀଷ୍ଟିୟ ସଂଗୀତ, ଓନଲାଇନ୍ ବାଇବଲ,ବିନାମୁଲ୍ୟରେ ଡାଉନଲୋଡ୍ ତଥା ବଣ୍ଟନ କରିପାରିବେ
କାରଣ ଅନେକ ଯେ ଆମ୍ଭେମାନେ, ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଏକ ଶରୀର ଓ ପ୍ରତ୍ୟେକେ ପରସ୍ପର ଅଙ୍ଗପ୍ରତ୍ୟଙ୍ଗ । ରୋମୀ ୧୨:୫
††† ଆପଣଙ୍କ ପରମେଶ୍ଵର ††† ଆପଣଙ୍କ ଦେଶ ††† ଆପଣଙ୍କ ଭାଷା †††
ବାଇବଲ ପଢ଼ିବା ପାଇଁ click କରନ୍ତୁ old testament , new testament
ଓଡିଓ ଗୀତ ପାଇଁ click କରନ୍ତୁ songs
ଭିଡିଓ ଗୀତ ପାଇଁ click କରନ୍ତୁ christian songs
ଧନ୍ୟବାଦ
ଟିମ୍ , ଓଡିଆ ଖ୍ରୀଷ୍ଟିୟାନ୍ ଡଟ୍ କମ୍
ଇ-ମେଲ୍: odiyachristian@gmail.com
ଫେସ୍ ବୁକ୍: https://www.facebook.com/odiyachristian